ଆଜି ଠାରୁ ଆରମ୍ଭ ହେଲା ଶୀତ ଅଧିବେଶନ

ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଆସନ୍ତା୨୯ ପଯ୍ୟନ୍ତ ଚାଲିବ ଅଧିବେଶନ । ଏହି ଅଧିବେଶନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେବ ଆଲୋଚନା । ୧୬ଟି ବିଲ୍ ଆଗତ କରିବେ ସରକାର। ଶୀତଅଧିବେଶନ ପୂର୍ବରୁ ବସିଥିଲା ସର୍ବଦଳୀୟ ବୈଠକ। ଏହି ବୈଠକରେ ପ୍ରାୟ ୩୦ ରୁ ଅଧିକ ରାଜନୈତିକ ଦଳ ବୈଠକରେ ଯୋଗ ଦେଇଥିଲେ। ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ପାଇଁ ସବୁ ଦଳର ସହଯୋଗ ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ସଭା ଉପନେତା ରାଜନାଥ…

ଆଜି ଠାରୁ ଆରମ୍ଭ ହେଲା ଶୀତ ଅଧିବେଶନ