ଆଜି ପ୍ରକାଶ ପାଇବ +୨ ରେଜଲ୍ଟ

ଆଜି ପ୍ରକାଶ ପାଇବ +୨ ରେଜଲ୍ଟ
ଆଜି ଅପରାହ୍ନର ୪ଟା ଏକାସାଙ୍ଗରେ ପ୍ରକାଶ ପାଇବ +୨ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ। କୋଭିଡ୍ ଯୋଗୁଁ ଦିର୍ଘ୍ୟ ୨ବର୍ଷ ଥର ଅନ୍ ଲାଇନ୍ ରେ ପରୀକ୍ଷା ଦେଉଥିବାବେଳେ ଚଳିତ ବର୍ଷ ଅଫ୍ ଲାଇନ୍ ରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ।ଆଜି ବିଜ୍ଞାନ ଏବଂ ବାଣିଜ୍ୟ ର ଫଳାଫଳ ପ୍ରକାଶ ପାଉଥିବା ବେଳେ ଆଉ ସପ୍ତାହ ପରେ +୨କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ ବିଜ୍ଞାନରେ ମୋଟ ୭୮ ହଜାର ୭୩ ଜଣ ଏବଂ ବାଣିଜ୍ୟରେ ୨୪ହଜାର ୧୩୬ଜଣ ପରୀକ୍ଷା ଦେଇଛନ୍ତି ‌। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ହଜାର୮୬୩ ଏବଂ+୨କଳା ରେ ୨ଲକ୍ଷ ୧୩ହଜାର ୪୩୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। Orissaresults.nic.in ଏବଂ chseodisha.nic.in ଏହି ଦୁଇଟି website ରେ results ଦେଖିପାରିବେ ଛାତ୍ରଛାତ୍ରୀ।