ଅଗଷ୍ଟ 19 ରେ ପ୍ରକାଶ ପାଇବ +2 ବାଣିଜ୍ୟ ପରୀକ୍ଷା ଫଳ ସୂଚନା ଦେଲେ ମନ୍ତ୍ରୀ !

19 ତାରିଖରେ ବାହାରିବ ବାଣିଜ୍ୟ ଫଳାଫଳ । ପୂର୍ବାହ୍ନ 11.30 ରେ ବାହାରିବ ବାଣିଜ୍ୟ ଫଳ । CHSE କାର୍ଯ୍ୟାଳୟରେ ରେଜଲ୍ଟ ଡିକ୍ଳାର ହେବ । ୱେବସାଇଟରେ ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ପ୍ରାୟ 25 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଚଳିତ ମାସ ଶେଷ ଶେଷ ସୁଦ୍ଧା କଳା ରେଜଲ୍ଟ ବାହାରିବ । ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।