୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ଅରୁଣ ସାହୁ , ଟୁକୁନି ସାହୁ , ରୋହିତ ପୂଜାରୀଙ୍କୁ ମିଳିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଲେ ବଡ ନେତା । ମନ୍ତ୍ରୀ ସମୀର ରଂଜନ ଦାଶ , ତୁଷାରକାନ୍ତି ବେହେରା ବାଦ ପଡିଛନ୍ତି । କଟକ ମେୟର ସୁବାସ ସିଂହ , ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ମଧ୍ୟ ବାଦ ପଡିଛନ୍ତି ।

ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼ – ସୁଧିର କୁମାର ସାମଲ
ଭଦ୍ରକ- ପ୍ରଣବ ବଳବନ୍ତରାୟ
ବଲାଙ୍ଗୀର ଓ ଦେବଗଡ଼- ସୁଶାନ୍ତ ସିଂହ
ବୌଦ୍ଧ-ସୌଭାଗ୍ୟ ନାୟକ
କଟକ-ଉଷା ଦେବୀ
ଗଜପତି ଓ ରାୟଗଡ଼ା – ଅତନୁ ସବ୍ୟସାଚୀ ନାୟକ
ଗଞ୍ଜାମ- ପ୍ରଦୀପ କୁମାର ଅମାତ
ଜଗତସିଂହପୁର- ଅରୁଣ କୁମାର ସାହୁ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ
କଳାହାଣ୍ଡି -ନବ କିଶୋର ଦାସ
କନ୍ଧମାଳ- ବିଜୟ ନାୟକ
କେନ୍ଦ୍ରାପଡ଼ା- ପ୍ରଫୁଲ କୁମାର ମଲ୍ଲୀକ
ଖୋର୍ଦ୍ଧା ଓ ଢେଙ୍କାନଳ-ପ୍ରମିଳା ମଲ୍ଳିକ
କୋରାପୁଟ ଓ ମାଲକାନଗିରି -ଦିବ୍ୟଶଙ୍କର ମିଶ୍ର
ମୟୂରଭଞ୍ଜ ଓ କେନ୍ଦୁଝର -ପ୍ରଣବ ପ୍ରକାଶ ଦାସ
ନବରଙ୍ଗପୁର- ଈଶ୍ବର ପାଣିଗ୍ରାହୀ
ନୟାଗଡ଼-ପଦ୍ମନାଭ ବେହେରା
ନୂଆପଡ଼ା- ଟୁକୁନୀ ସାହୁ
ପୁରୀ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ୱଲପୁର-ନଳନୀକାନ୍ତ ପ୍ରଧାନ
ସୁବର୍ଣ୍ଣପୁର- ରୋହିତ ପୂଜାରୀ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ