ଗଭୀର ଶୋକ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଭାରତ – ଚୀନ ସୀମା ନର୍ଥ ସିକ୍କିମର ଜେମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯବାନଙ୍କୁ ନେଇଯାଉଥିବା ଗୋଟିଏ ଭେନ୍ ୧୦୦ମିଟର ଗଭୀର ଗାତକୁ ଖସି ପଡିଛି । ଘଟଣାସ୍ଥଳରେ ୧୬ଜଣ ଜବାବ ସହିଦ୍ ହୋଇଥିବା ବେଳେ ୪ଜଣ ଜବାନଙ୍କୁ ଗୁରୁତ୍ୱ ଅବସ୍ଥାରେ ଏଆରଲିଫ୍ଟ କରାଯାଇ ନିକଟସ୍ଥ ଆର୍ମୀ ହସ୍ପିଟାଲ କୁ ପଠାଯାଇଛି। ଘଟଣାସ୍ଥଳରେ ଉଦାର କାର୍ଯ୍ୟ ଜାରି ରହିଛି । ଏନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।