ବିମାନରେ ବୋମା!

ମସ୍କୋରୁ ଗୋଆକୁ ଆସୁଥିବା ବିମାନରେ ଏକ ବୋମା ଥିବା ନେଇ ଏଟିଏସ୍ ସୂଚନା ପାଇଥିଲା । ପରେ ଏହି ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନଟି କୁ ନିକ୍ ନିଖ୍ ଯାଞ୍ଚ କରିବା ପରେ କୁହାଯାଇଛି ଯେ ବିମାନରେ କୈଣସି ସନ୍ଦେହଜନକ ଜିନିଷ ମିଳି ନାହିଁ।