ପାର୍ବଣରେ ନାରୀକୁ ସୁରକ୍ଷା ଦେବ ନାରୀ ହେଲ୍ପ ଲାଇନ

ପାର୍ବଣ ନାରୀକୁ ସୁରକ୍ଷା ଦେବ ନାରୀ ହେଲ୍ପ ଲାଇନ
ପାର୍ବଣ କୁ ଆଖି ଆଗରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ହେଲ୍ପ ଲାଇନ ଜାରି କରାଯାଇଥିବା ଆଜି ସୁନ୍ଦରଗଡ ପୋଲିସ ନିଜ Twitter account ରେ ନାରୀ ହେଲ୍ପଲାଇନ ନମ୍ୱର ୯୪୩୮୯୧୫୮୫୪ ପ୍ରଦାନ କରାଯାଇଛି ।ଏହି ନମ୍ୱର ନାରୀ ମାନଙ୍କୁ ସୁରକ୍ଷା ଦେବା ସହ ନାରୀ ନିର୍ଯ୍ୟାତନାରୁ ରକ୍ଷା କରିବ ଏହା ବ୍ୟତୀତ ଦଶହରା ଚାନ୍ଦା ଓ ଯେକୌଣସି ବିଶୃଙ୍ଖଳା ସୃଷ୍ଟି ହୁଏ ତାହା ହେଲେ ୧୧୨ ନମ୍ୱର କୁ ଡାଏଲ କରନ୍ତୁ।