ଓଡ଼ିଶାରେ ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ !

ଓଡ଼ିଆହରେ ଯୋଉପରିଭାବେ ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ 10 ହଜାର ରୁ 12 ହଜାର କରୋନା ପିଜେଟିଭ ଚିହ୍ନଟ ହେଉଛନ୍ତି । ସେଥିପାଇଁ ରାଜ୍ୟସରକାର ଗୋଟିଏ ପରେ ଗୋଟିଏ କଟକଣା ଲାଗୁ କରୁଛନ୍ତି । ଆଜି ଫିଲ୍ମ ଓ ସିରିଏଲ ସୁଟିଂ ବନ୍ଦ କରିଛନ୍ତି । ଭିତରେ ହେଉ ବା ବାହାରେ ହେଉଥିବା ସୁଟିଂ ଉପରେ ରୋକ ଲାଗେଇଛନ୍ତି । ଏ ନେଇ ଏସ ଆର ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।