ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ମୃତ,୬୦ଗୁରୁତ୍ୱର

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ମୃତ,୬୦ଗୁରୁତ୍ୱର

ଚାଲିଥିଲା ବିବାହ ଭୋଜିର ଉତ୍ସବ । ଚାରିଆଡେ ବେଶ୍ ଖୁସିର ମହଲ ଥିଲା । କିଏ ଜାଣିଥିଲା ଜମଦୁତ ସାଜି ଜଗି ବସିଛି ମୃତ୍ୟୁ। ଚାହୁଁ ଚାହୁଁ ଚାଲିଗଲା ୪ଜଣଙ୍କ ଜୀବନ। ଏପରି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଯୋଧପୁର ନିକଟସ୍ଥ ଭୁଙ୍ଗରା ଗାଁରେ । ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ଜଣଙ୍କ ଦଗ୍ଧ ହୋଇଯିବା ସହ ୬୦ଜଣ ଗୁରୁତ୍ୱ ଅବସ୍ଥାରେ MGH ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଜିଲ୍ଲାପାଳ ହିମାଂଶୁ ଗୁପ୍ତା ପହଞ୍ଚି ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି।