ଡବଲ୍ ଧମାଲ୍ କରିବେ ସାଲମାନ ଏବଂ ଚିରଞ୍ଜୀବୀ
ଗୋଟିଏ ଫିଲ୍ମରେ ଦୁଇଟି ସୁପରଷ୍ଟାର ଙ୍କୁ ଦେଖିବାକୁ ମିଳିବ। ଟଲିଉଡ଼ ସୁପରଷ୍ଟାର ଚିରଞ୍ଜିବୀ ଏବଂ ବଲିଉଡ୍ ସୁପରଷ୍ଟାର ସାଲମାନ ଖାନ୍ ଫିଲ୍ମ ଗଡ୍ ଫାଦର ରେ ଦେଖିବାକୁ ମିଳିବେ । ଫେନ୍ ମାନେ ଅନେକ ଦିନରୁ ଅପେକ୍ଷା କରିଥିବାବେଳେ ଆସନ୍ତା October 5 ରେ ରିଲିଜ ହେବ GOD FATHER । ରିଲିଜ୍ ପୂର୍ବରୁ ୧ ମିନିଟ୍ ୩୩ ସେକେଣ୍ଡ ଟ୍ରେଲର ସାମ୍ନାକୁ ଆସିଛି । ଏହି ଭିଡିଓ ରେ ସାଲମାନ ଖାନ୍ ଗୋଟିଏ ବାଇକ୍ ରେ ରାଇଡ଼ିଂ କରି ଦମଦାର ଏଣ୍ଟ୍ରି କରିଛନ୍ତି ।
ଫ୍ଲିମ ଟି ରିଲିଜ୍ ପୂର୍ବରୁ ସାଲମାନ ଏବଂ ଚିରଞ୍ଜିବୀ ଙ୍କ ଗୋଟିଏ ଫୋଟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି ଯେଉଁଥିରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରୁଛନ୍ତି। ଉଭୟ ଙ୍କ ବନ୍ଧୁତା କୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ ଆସିଛି। ଏହି ସେନେମାଟି ସଂପୁର୍ଣ୍ଣ ତେଲୁଗୁ ଭାଷା ରେ ରହିଛି ଏବଂ political action ସାଙ୍ଗକୁ ଡାଇଲଗ୍ ମଧ୍ୟ ଯାହା ଫେନ୍ ମାନଙ୍କୁ ମନୋରଞ୍ଜନ କରିବ । ଏହି ଫିଲ୍ମର ଡାଇରେକ୍ଟର ମୋହନ ରାଜା , producer ରାମ ଚରଣ , ସଙ୍ଗୀତ ନିର୍ଦ୍ଦେଶକ ଏସ. ଥମନ୍ ରହିଛନ୍ତି। ଫେନ୍ ମାନେ ଆଜି ଠାରୁ ଅଲଲାଇନ ଏବଂ ଅଫ୍ ଲାଇନ୍ ରେ ଆଗୁଆ ଟିକେଟ ବୁକିଂ କରୁଛନ୍ତି।