କୋରାପୁଟ ଜୟପୁର ରୁ ଜଣେ ବ୍ୟକ୍ତି କୁ ଉଠାଇଲା ଆଣ୍ଟି ଟେରୋରିଜୋମ ସ୍କ୍ୱାର୍ଡ ।

ଓଡିଶା କୋରାପୁଟ ଜିଲ୍ଲା ଜୟପୁର ଗଡପଦର ପଞ୍ଚାୟତ କଲାଗୁଡା ଗ୍ରାମ ଜଣେ ବ୍ୟକ୍ତି ଙ୍କ ଆତଙ୍କବାଦୀ ଲିଙ୍କ ଥିବା ନେଇ ଜଣକୁ ଉଠାଇଛି ଜୟପୁର ସଦର ପୋଲିସ ।


ଜୟପୁରରୁ ଜଣକୁ ଉଠାଇନେଲା ଆଣ୍ଟି ଟେରୋରିଜମ ସ୍କାଡ଼ । ନାଗପୁର ବ୍ରାଞ୍ଚ SI ଆଶିଷ ଠାକୁରଙ୍କ ନେତୃତ୍ୱରେ ମୁମ୍ବାଇରୁ ଆସିଥିଲେ ଟିମ୍ । ଜୟପୁର ବ୍ଲକ ଗଡ଼ପଦର ପଂଚାୟତ ଅନ୍ତର୍ଗତ କଲାଗୁଡା ଗ୍ରାମର ବ୍ୟକ୍ତି ଖଗପତି ପାଙ୍ଗିଙ୍କୁ ଗିରଫ କରି ନେଲା ସ୍କ୍ୱାର୍ଡ । ଏହି ମିଳିତ ଅପରେସନରେ ସାମିଲ ଥିଲେ ମୁମ୍ବାଇ ଏ ଟି ଏସ ଓ ଜୟପୁର ସଦର ପୋଲିସ । ଏହି ସୂଚନା ଦେଇଛନ୍ତି ଜୟପୁର ସଦର ଓଆଇସି ।