ଗାନ୍ଧୀ ଙ୍କ ମାର୍ଗରେ ମୋଦି

ଗାନ୍ଧୀ ଙ୍କ ମାର୍ଗରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର Twitter ରେ tweet କରି ଲେଖିଛନ୍ତି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମହାତ୍ମାଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଭାରତରେ ଗାନ୍ଧୀ ଜୟନ୍ତୀ ଅତ୍ୟନ୍ତ ଖାସ୍ ଏବଂ ସେ ଗାନ୍ଧୀଙ୍କ ମାର୍ଗକୁ ଅନୁସରଣ କରି ଦେଶରେ ଗଲା ଅଗଷ୍ଟ୧୫ ରୁ ସାରା ଦେଶ ପାଳୁଛି ଆଜାଦି ଅମୃତ ମହାଉତ୍ସବ। ଏଥିସହିତ ସୁତାବସ୍ତ୍ର ଏବଂ ହସ୍ତତନ୍ତ ସାମଗ୍ରୀ କିଣିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀ ଙ୍କୁ ଅନୁରୋଧ କରିଛନ୍ତି।