ବିଖ୍ୟାତ ସେୟାର ଟ୍ରେଡର ରାକେଶ ଝୁନଝୁନୱାଲା ଙ୍କ ପରଲୋକ

ରାକେଶ ଝୁନଝୁନୱାଲା ଙ୍କ ପରଲୋକ
ଆଜି ସକାଳୁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ସେୟାର ମାର୍କେଟ ପାଇଁ ଏକ ଅପୂରଣୀୟ କ୍ଷତି । ବିଶିଷ୍ଟ ବିଲିଓନାୟର ରାକେଶ ଝୁନଝୁନୱାଲା ଙ୍କ ୬୨ ବର୍ଷରେ ଆଜି ତାଙ୍କର ପରଲୋକ ହୋଇଛି । ସେ ଷ୍ଟକ୍ ଟ୍ରେଡର ଓ ଇନଭେଷ୍ଟର ଭାବରେ ସାରା ବିଶ୍ବରେ ତାଙ୍କର ବେଶ୍ ସୁଖ୍ୟାତି ରହିଥିଲା । ସେ Akasa Air founder ମଧ୍ୟ ଥିଲେ । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଟ୍ୱିଟ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି।