ଇଡିରେ ହାଜର ହେଲେ ପ୍ରମୋଦ ସ୍ୱାଇଁ

କୋଟିଏ ଅପରାଧରେ ଗୋଟିଏ ଅର୍ଚ୍ଚନା ନାଗ। ନାଗ ସାମ୍ରାଜ୍ୟ ର ଗୁମର ଖୋଲିବ ଇଡି। ଆଜି ସିନେ ପ୍ରୋଯୋଜକ ପ୍ରମୋଦ ସ୍ୱାଇଁ ଙ୍କ ପାଳି ପଡ଼ିଛି। ଅର୍ଚ୍ଚନା ନାଗ ଲିଙ୍କରେ ପୂର୍ବରୁ ପ୍ରମୋଦଙ୍କୁ ଚିଠି କରିଥିଲା ଇଡି। କେତେ ଘଣ୍ଟା ଜେରା କରିବ ଏବଂ କେଉଁ ସବୁ ପ୍ରଶ୍ନର ଖୋଲତାଡ୍ କରିବ ଇଡି ତାହା ଉପରେ ନଜର ରହିଛି।