ଶ୍ରୀମନ୍ଦିରରେ ସ୍କାର୍ଟ ଫୋନ କୁ ନାଁ
ଶ୍ରୀମନ୍ଦିର ଗର୍ଭଗୃହ ର ଫୋଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଭାଇରାଲ ହେବା ଘଟଣାରେ ପୁରୀ ଏସପି kanwar Vishal Singh ସ୍କାର୍ଟଫୋନ ଉପରେ କଟକଣା ଲଗାଇଛନ୍ତି। ଶ୍ରୀମନ୍ଦିରରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମନ୍ଦିର ଭିତରକୁ ନେଇ ପାରିବେ ନାହିଁ ସ୍କାର୍ଟଫୋନ। ଖୁବ୍ ନିକଟରୁ ରତ୍ନ ସିଂହାସନ ଫୋଟ ଭାଇରାଲ ହେବାପରେ ଏପରି ନିଷ୍ପତି ନେଇଛନ୍ତି ପୁରୀ ଏସପି। ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପତ୍ତି କାଳୀନ ସେବାରେ ନିୟୋଜିତ ସିନିୟର୍ ଅଧିକାରୀ କୁ ଛାଡି ଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍କାର୍ଟଫୋନ ବାରଣା କରାଯାଇଛି।