ରାଣୀ ପଣ୍ଡା ଙ୍କ କାର୍ ନେଲା ଜଣଙ୍କ ଜୀବନ

ରାଣୀ ପଣ୍ଡା ଙ୍କ କାର୍ ନେଲା ଜଣଙ୍କ ଜୀବନ
ଗତକାଲି ରାତିରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏକ ବାହାଘର ଭୋଜି ଖାଇ କାର୍ ରେ ଫେରୁଥିବା ସମୟରେ ଏକ ବାଇକ୍ ସହ ଧକ୍କା ହୋଇଥିଲେ । ଗୁରୁତର ଅବସ୍ଥାରେ ବାଇକ୍ ଚାଳକ କଟକ SCB ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ମୃତକ ବ୍ୟକ୍ତି ଜଣଙ୍କ ହେଲେ ରାଜନଗର ଗାଁ ର ସୁକାନ୍ତ ବେହେରା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଠଗଡ଼ ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି କରି ଥିବାବେଳେ କେମିତି କାର୍-ବାଇକ୍ ମଧ୍ୟରେ ଦୁର୍ଘଟଣା ହେଲା ତାହା ର ତଦନ୍ତ କରୁଛି ପୋଲିସ ।  ରାଣୀ ପଣ୍ଡା ଙ୍କୁ ଥାନାରେ ଅଟକ ରଖାଯାଇଛି।