ଗଣଶିକ୍ଷା ମନ୍ତ୍ରୀ ଙ୍କ ବଡ଼ ଘୋଷଣା ସବୁ ପିଲା ପାସ୍

ଗଣଶିକ୍ଷା ମନ୍ତ୍ରୀ ଙ୍କ ବଡ ଘୋଷଣା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ । ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଚଳିତ ବର୍ଷ କୌଣସି କ୍ଲାସ ହୋଇ ନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲରେ ବି ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବନି । ପ୍ରଚଣ୍ଡ ଖରା ଓ କରୋନା ଯୋଗୁଁ ଜୁନରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।