ଏମବିଏ ଛାତ୍ର ସେକ୍ ରିୟାଜଉଦ୍ଦିନକୁ ଗିରଫ କରିଛି ଏସଟିଏଫ।ଘର ବାଲେଶ୍ବର ବଙ୍କା ଖଜୁରୀ ସୁନା ହାଟ ।ଯେକି ଭୁବନେଶ୍ବରରେ ସୃଷ୍ଟି ଏକାଡେମିରେ ୩ ୟ ବର୍ଷରେ ଏମବିଏ ଛାତ୍ର ଥିଲେ।ତାଙ୍କ ନିକଟରୁ ୧୩୨୦ଗ୍ରାମର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଟିମ ଯାହାର ଆନୁମାନିକ ମୁଲ୍ଯ ଏକ କୋଟିରୁ ଉର୍ଧ ଟଙ୍କା ହେବ।ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ।ତେବ ୨୦୨୦ ବର୍ଷ ଆରମ୍ଭରୁ ଏଯାବତ ଏସଟିଏଫ ହାତରେ ୨୧ଟି କେସରେ ୧୬ କେଜି ୭୧୧ଗ୍ରାମ ବ୍ରାଉନସୁଗାର ଜବତ ସହ ୪୧ ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ।
