୨୦୨୩ର ପ୍ରଥମ ରୋଜଗାର ମେଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନବନିଯୁକ୍ତି କର୍ମଚାରୀଙ୍କୁ ଉଦବୋଧନ ଦେବା ସହ ଉଜ୍ଜ୍ୱଳ…
View More ୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିTag: Narendra modi
୨୦୨୪ ନିର୍ବାଚନ ପାଇଁ କଣ ସବୁ ଏଜେଣ୍ଡା ପ୍ରସ୍ତୁତ କରୁଛି ବିଜେପି
ନୂଆଦିଲ୍ଲୀ:ତୃଣମୂଳ ସ୍ତରରେ ଦଳକୁ ମଜବୁତ୍ କରିବା ଏବଂ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଯୋଜନା ହିତାଧିକାରୀଙ୍କୁ ପହଞ୍ଚିବା ଏ ସମସ୍ତ ଦିଗକୁ ନେଇ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀର ଆଜି ହେଉଛି ଦ୍ୱିତୀୟ ଦିନ।…
View More ୨୦୨୪ ନିର୍ବାଚନ ପାଇଁ କଣ ସବୁ ଏଜେଣ୍ଡା ପ୍ରସ୍ତୁତ କରୁଛି ବିଜେପିପରଲୋକରେ ମୋଦୀଙ୍କ ମା
ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ୍। ଗତ ଦୁଇ ଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବାରୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ୩.୩୦ ସମୟରେ ତାଙ୍କର ନିଧନ…
View More ପରଲୋକରେ ମୋଦୀଙ୍କ ମାମନ୍ କି ବାତ୍ ରେ ଦେଶବାସୀଙ୍କୁ କରୋନାର ସଚେତନ ବାର୍ତ୍ତା ଦେଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମର ୯୬ତମ ପର୍ଯ୍ୟାୟକୁ ସମ୍ବୋଧିତ କରିଛନ୍ତି ଏବଂ କରୋନା ଜୀବାଣୁ ବୃଦ୍ଧି ପାଉଥିବା ସଙ୍କଟକୁ ଦୃଷ୍ଟିରେ ରଖି ଦେଶବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।…
View More ମନ୍ କି ବାତ୍ ରେ ଦେଶବାସୀଙ୍କୁ କରୋନାର ସଚେତନ ବାର୍ତ୍ତା ଦେଲେ ମୋଦୀମାଣ୍ଡିଆ ଖାଇଲେ ପ୍ରଧାନମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ନେତାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବ୍ୟସ୍ତ ବହୁଳ ଜୀବନ ରୁ ୪୦ ମିନିଟ୍ ସମୟ କାଢ଼ିଥିଲେ ଏବଂ ମିଲେଟ ରୁ ପ୍ରସ୍ତୁତ ସ୍ପେସିଆଲ ଖାଦ୍ୟ…
View More ମାଣ୍ଡିଆ ଖାଇଲେ ପ୍ରଧାନମନ୍ତ୍ରୀଭୋଟ ଦେଲେ ପ୍ରଧାନମନ୍ତ୍ରୀ
ବୁଥ୍ ରେ ମୋଦୀ କ୍ରେଜ୍ ଗୁଜୁରାଟ ବିଧାନସଭା ନିର୍ବାଚନ ୨୦୨୨ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦରେ ଥିବା ନିଶାନ ପବ୍ଲିକ୍ ସ୍କୁଲରେ ନିଜର ମତଦାନ କରିଛନ୍ତି।…
View More ଭୋଟ ଦେଲେ ପ୍ରଧାନମନ୍ତ୍ରୀ