ପ୍ରଥମଥର ପାଇଁ ଇନଷ୍ଟାଗ୍ରାମରେ ଲାଇଭ ଆସିବେ ଭିକେ ପାଣ୍ଡିଆନ୍ vk pandian 5T ସଚିବ

ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ଆପଣମାନେ ସିଧାସଳଖ ଭାବେ 5T ସଚିବଙ୍କ ସହିତ ସୋସିଆଲ ମିଡ଼ିଆରେ ଯୋଡ଼ି ହୋଇପାରିବେ । ଆଜି ସଂଧ୍ୟା ୭ଟାରେ ଇନଷ୍ଟାଗ୍ରାମ ପ୍ରଥମ ଥର ପାଇଁ ଲାଇଭ ଆସିବେ 5T ସଚିବ ଭିକେ ପାଣ୍ଡିଆନ୍ । ହକି ସମ୍ବନ୍ଧିତ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଇନଷ୍ଟାଗ୍ରାମରେ ଯୋଡ଼ି ହୋଇ ଆପଣଙ୍କ ମତାମତ ମଧ୍ୟ ରଖିପାରିବେ ।