ପ୍ରକୃତିର ମାୟାନଗରି କୋରାପୁଟ

ପହିଲିଶୀତ ର ସ୍ପର୍ଶରେ ପୁଲକିତ ପ୍ରକୃତିର ଅପୂର୍ବ ସୈଦର୍ଯ୍ୟ। ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଘନ ଆସ୍ତରଣ ବଦଳିଦେଇଛି କୋରାପୁଟର ରୂପ ଲାବଣ୍ୟ। ଶୀତ ଆସିଲେ ଏଠି ପର୍ଯ୍ୟଟକ ଭିଡ଼ ପରିଲକ୍ଷିତ ହୁଏ। କୋରାପୁଟକୁ ଦ୍ୱିତୀୟ କାଶ୍ମୀର ମଧ୍ୟ କୁହାଯାଏ । କୁହୁଡି ଏଠି ଅଳସ ଭାଙ୍ଗେ ମେଘ ଏଠି ଦେଓମାଳି ପର୍ବତକୁ ଛୁଏଁ ଆଉ ମନକୁ କରେ ଆନମନା। ସେଥିପାଇଁ ତ କବିଟିଏ ପ୍ରକୃତି କୋଳରେ ମନଦେଇ ବସେ । ଯିଏ ଥରେ ଏହି ପ୍ରକୃତିର…

ପ୍ରକୃତିର ମାୟାନଗରି କୋରାପୁଟ